ଅମରଗୁରୁ Amaraguru

  • ସଂ. ବି. ( 6 ଷ୍ଠୀ ତତ୍; ଅମର+ଗୁରୁ) — ଦେବଗୁରୁ— ବୃହସ୍ପତି — Sage Bruhaspati, the preceptor of the gods
  • ସଂ. ବି. ( 6 ଷ୍ଠୀ ତତ୍; ଅମର+ଗୁରୁ) — ଅମର ଗୁରୁମାଳେ ନେଇ, ସୁରଭୂପତି କଣ୍ଠେ ଦେଇ— ଭୂପତି—ପ୍ରେମପଞ୍ଚାମୃତ।