ଅମଦାନୀ Amadānī

  • ଦେ. ବି (ଆ ଆମଦାନି) — ଆୟ; ଆଦାୟ
  • ଦେ. ବି (ଆ ଆମଦାନି) — ବିଦେଶରୁ ଆଗତ ପଣ୍ୟଦ୍ରବ୍ୟ — Import
  • ଦେ. ବି (ଆ ଆମଦାନି) — ପ୍ରାପ୍ତି — Receipt