ଅମଣିଆଁ Amaṇiān

  • ଦେ. ବି. — ଦେବତାଙ୍କ ପାଇଁ ଅଭିପ୍ରେତ ଅଥଚ ଭୋଗ ଲାଗି ନ ଥିବା ଦ୍ରବ୍ୟ — Any food not yet offered to a Deity
  • ଦେ. ବି. — (ତୁଳନାକର—ଓଡିଆ—ମୁଣୋହିଁ, ମଣୋଇଁ=ରାଜାଆଦିଙ୍କ ଭୋଜନ)
  • ଦେ. ବିଣ — ଦେବତାଙ୍କୁ ଭୋଗ ଲାଗି ନ ଥିବା (ଉତ୍ସୃଷ୍ଟଦ୍ରବ୍ୟ)
  • ଦେ. ବିଣ — ଅମଣ (ଦେଖ)