ଅଭୟାଲବଣ Abhayālabaṇa

  • ସଂ. ବି. — ବୈଦ୍ୟଶାସ୍ତ୍ରୋକ୍ତ ଲବଣଘଟିତ ଔଷଧ— ବିଶେଷ, ଏହା ଶୂଳ ଓ ଅଜୀର୍ଣ୍ଣ ରୋଗରେ ଉପକାରକ — 1. A medicinal preparation of salt used as an antidote to colic and dyspepsia