ଅଭିଶାପ Abhiṡāpa

  • ସଂ. ବି. (ଅଭି+ଶପ ଧାତୁ+ଭାବ. ଅ) — ଅଭିସମ୍ଫାତ — Curse
  • ସଂ. ବି. (ଅଭି+ଶପ ଧାତୁ+ଭାବ. ଅ) — ଶାପ ଦେବା; ଅନ୍ୟର ଅମଙ୍ଗଳ ଇଚ୍ଛା ବା ପ୍ରାର୍ଥନା
  • ସଂ. ବି. (ଅଭି+ଶପ ଧାତୁ+ଭାବ. ଅ) — ମିଥ୍ୟା ଦୋଷାରୋପ