ଅଭିଧାନ Abhidhāna
- ସଂ. ବି. (ଅଭି+ଧା ଧାତୁ+ଭାବ. ଅନ) — କଥନ — Speaking
- ସଂ. ବି. (ଅଭି+ଧା ଧାତୁ+ଭାବ. ଅନ) — (+କରଣ. ଅ) — Name
- ସଂ. ବି. (ଅଭି+ଧା ଧାତୁ+ଭାବ. ଅନ) — ପୁତ୍ରଙ୍କର ଅଭିଧାନ ବିଧାନ କରିବେ। ଆନନ୍ଦଚନ୍ଦ୍ର. ଭକ୍ତ ପ୍ରହ୍ଲାଦ।
- ସଂ. ବି. (ଅଭି+ଧା ଧାତୁ+ଭାବ. ଅନ) — (+ଅଧିକରଣ. ଅନ) —ଯେଉଁ ପୁସ୍ତକରେ ଶବ୍ଦର ଅର୍ଥ ଥାଏ; ଶବ୍ଦାର୍ଥକୋଷ; ଡିକ୍ସିନାରୀ — Vocabulary; dictionary; lexicon