ଅବୈମତ୍ୟ Aba̲i̱matya

  • ସଂ. ବିଣ. (ଅ+ବିମତ+ଭାବ. ଯ) — ବିମତ ହେବାର ଅଭାବ; ସମସ୍ତଙ୍କର ଏକମତ ହେବାର ଭାବ — Unanimity