ଅବେକ୍ଷଣ Abekshaṇa
- ସଂ. ବି (ଅବ+ଈକ୍ଷ ଧାତୁ+ଭାବ. ଅନ) — ଅବଲୋକନ — Viewing; surveying
- ସଂ. ବି (ଅବ+ଈକ୍ଷ ଧାତୁ+ଭାବ. ଅନ) — ପର୍ଯ୍ୟବେକ୍ଷଣ — Observation
- ସଂ. ବି (ଅବ+ଈକ୍ଷ ଧାତୁ+ଭାବ. ଅନ) — ପରିଦର୍ଶନ — Inspection
- ସଂ. ବି (ଅବ+ଈକ୍ଷ ଧାତୁ+ଭାବ. ଅନ) — ତତ୍ତ୍ୱାବଧାରଣ — Supervision
- ସଂ. ବି (ଅବ+ଈକ୍ଷ ଧାତୁ+ଭାବ. ଅନ) — ପରୀକ୍ଷା — Examination
- ସଂ. ବି (ଅବ+ଈକ୍ଷ ଧାତୁ+ଭାବ. ଅନ) — ତଦନ୍ତ; ତଦାରଖ — Enquiry; investigation
- ସଂ. ବି (ଅବ+ଈକ୍ଷ ଧାତୁ+ଭାବ. ଅନ) — ସମ୍ୟକ୍ ବିବେଚନା — Careful consideration
- ସଂ. ବି (ଅବ+ଈକ୍ଷ ଧାତୁ+ଭାବ. ଅନ) — ଅନୁସନ୍ଧାନ; ମାଇନା — Scrutiny
- ସଂ. ବି (ଅବ+ଈକ୍ଷ ଧାତୁ+ଭାବ. ଅନ) — କାର୍ଯ୍ୟରେ ନିଯୁକ୍ତି — Engagement
- ସଂ. ବି (ଅବ+ଈକ୍ଷ ଧାତୁ+ଭାବ. ଅନ) — ପ୍ରତୀକ୍ଷା — Waiting
- ସଂ. ବି (ଅବ+ଈକ୍ଷ ଧାତୁ+ଭାବ. ଅନ) — ଯତ୍ନ — care
- ସଂ. ବି (ଅବ+ଈକ୍ଷ ଧାତୁ+ଭାବ. ଅନ) — ମନୋଯୋଗ — Attention