ଅବିଧିରେ Abidhire

  • ଦେ. କ୍ରି. ବିଣ — ଅଯଥା — Unjustly; improperly
  • ଦେ. କ୍ରି. ବିଣ — ବୈକୁଣ୍ଠ ଶ୍ରୀକି ଏ ନିଶ୍ଚେଁ ମାର୍କଣ୍ଡେୟ ଭାଳେ, ବିହ୍ୱଳ ମୁଁ ପୂର୍ବେ ଅବିଧିରେ ଦେଖି ଡୋଳେ। ଭଞ୍ଜ. ବୈହେହୀଶବିଳାସ।