ଅବିଦୁଷ Abidusha

  • ଦେ. ବିଣ. (ସଂ. ଅ+ବିଦ୍ୱାନ୍) — ମୂର୍ଖ — Illiterate
  • ଦେ. ବିଣ. (ସଂ. ଅ+ବିଦ୍ୱାନ୍) — କଂସାସୁରକୁ ପ୍ରେତରାଟ, ଅବିଦୁଷଙ୍କୁ ସେ ବିରାଟ। ପ୍ରାଚୀ, ପୂର୍ଣ୍ଣତମଚନ୍ଦ୍ରୋଦୟ।