ଅବାନ୍ତର Abāntara

  • ସଂ. ବିଣ (ଅବ୍ୟୟୀଭାବ; ଅବ=ଗତ+ଅନ୍ତର=ମଧ୍ୟ, ଯାହାର) — ଦୁଇ ବସ୍ତୁର ଅନ୍ତର୍ଗତ ବା ମଧ୍ୟସ୍ଥିତ — Intermediate; situated between two things
  • ସଂ. ବିଣ (ଅବ୍ୟୟୀଭାବ; ଅବ=ଗତ+ଅନ୍ତର=ମଧ୍ୟ, ଯାହାର) — ଅନ୍ତଃପାତୀ — Included in
  • ସଂ. ବିଣ (ଅବ୍ୟୟୀଭାବ; ଅବ=ଗତ+ଅନ୍ତର=ମଧ୍ୟ, ଯାହାର) — ଅପ୍ରଧାନ — Secondary
  • ସଂ. ବିଣ (ଅବ୍ୟୟୀଭାବ; ଅବ=ଗତ+ଅନ୍ତର=ମଧ୍ୟ, ଯାହାର) — ପ୍ରଧାନ ବସ୍ତୁର ଅଙ୍ଗୀଭୂତି — Subsidiary; subordinate
  • ସଂ. ବିଣ (ଅବ୍ୟୟୀଭାବ; ଅବ=ଗତ+ଅନ୍ତର=ମଧ୍ୟ, ଯାହାର) — ସମ୍ପର୍କରହିତ — Unconnected
  • ସଂ. ବିଣ (ଅବ୍ୟୟୀଭାବ; ଅବ=ଗତ+ଅନ୍ତର=ମଧ୍ୟ, ଯାହାର) — ଆନୁସଙ୍ଗିକ — Concomitant; incidental
  • ସଂ. ବିଣ (ଅବ୍ୟୟୀଭାବ; ଅବ=ଗତ+ଅନ୍ତର=ମଧ୍ୟ, ଯାହାର) — ଅଧିକା — Supernumerary
  • ସଂ. ବିଣ (ଅବ୍ୟୟୀଭାବ; ଅବ=ଗତ+ଅନ୍ତର=ମଧ୍ୟ, ଯାହାର) — ଅପ୍ରାସଙ୍ଗିକ; ମୂଳ ପ୍ରସଙ୍ଗର ବହିର୍ଭୂତ — Irrelevant; having no direct bearing on the original topic
  • ଦେ. କ୍ରି. ବିଣ — ପ୍ରସଙ୍ଗର ବହିର୍ଭୂତରୂପେ — Incidentally; by the bye
  • ଦେ. କ୍ରି. ବିଣ — ଏରୂପ ଚିତ୍ତ ପ୍ରାଣ ହରେ, କୈବଲ୍ୟ ଲଭେ ଅବାନ୍ତରେ। ଜଗନ୍ନାଥ. ଭାଗବତ— 3 ୟା — ଏରୂପ ଚିତ୍ତ ପ୍ରାଣ ହରେ, କୈବଲ୍ୟ ଲଭେ ଅବାନ୍ତରେ ଜଗନ୍ନାଥ. ଭାଗବତ—3ୟା
  • ଦେ. କ୍ରି. ବିଣ — ଅଧିକନ୍ତୁ — Moreover
  • ଦେ. ବି. — ଅପ୍ରାସଙ୍ଗିକ ଗପ; ବାଜେ କଥା — Irrelevant talk