ଅବାବି Abābi

  • ଦେ. ବିଣ — ଉବାବି; ହଠାତ୍ ଉପସ୍ଥିତ — Sudden
  • ଦେ. ବିଣ — ଅପ୍ରତ୍ୟାଶିତ — Unexpected
  • ଦେ. କ୍ରି. ବିଣ — ହଠାତ୍ — Suddenly
  • ଦେ. କ୍ରି. ବିଣ — ଅପ୍ରତ୍ୟାଶିତରୂପେ — Unexpectedly