ଅବନ୍ଧ୍ୟ Abandhya

  • ସଂ. ବିଣ. (ଅ+ବନ୍ଧ୍ୟ) — ଫଳବାନ୍; ଫଳନ୍ତି — Fruitful
  • ସଂ. ବିଣ. (ଅ+ବନ୍ଧ୍ୟ) — ସଫଳ; ସାର୍ଥକ — Successful