ଅପ୍ରତିଆ Apratiā

  • ଦେ. ବିଣ. (ସଂ. ଅ+ପ୍ରତ୍ୟୟ) — ପରତେ ଯାଉ ନ ଥିବା; ବିଶ୍ୱାସ କରୁ ନ ଥିବା — Unbelieving
  • ଦେ. ବିଣ. (ସଂ. ଅ+ପ୍ରତ୍ୟୟ) — ଅପ୍ରତିଆ ମନେ ମୋର ଶୁଣି ପ୍ରତେ ଯିବ—ପ୍ରାଚୀ, ବ୍ରହ୍ମନିରୂପଣ ଗୀତା।