ଅପ୍ରଣୟୀ Apraṇayī

  • ସଂ. ବିଣ. ପୁଂ. (ଅ+ପ୍ରଣୟିନ୍; 1 ମା. 1 ବ.) — ଅସ୍ନେହୀ; ଯେ ସ୍ନେହଶୀଳ ନୁହେଁ — Not affable; not loving
  • ସଂ. ବିଣ. ପୁଂ. (ଅ+ପ୍ରଣୟିନ୍; 1 ମା. 1 ବ.) — ଶତ୍ରୁତାପନ୍ନ — Inimical