ଅପ୍ରଚାର Aprachāra

  • ଦେ. ବିଣ. (ଅ+ପ୍ର+ଚର ଧାତୁ+ଅ); ଯହିଁରେ ଲୋକ ବିଚରଣ କରି ନ ପାରେ) — ଅଗମ୍ୟ — Inaccessible; impassable
  • ଦେ. ବିଣ. (ଅ+ପ୍ର+ଚର ଧାତୁ+ଅ); ଯହିଁରେ ଲୋକ ବିଚରଣ କରି ନ ପାରେ) — ବଳି ମୁଖ ରାଜେ ଯେଣୁ ଗିରି ଅପ୍ରଚାର। ଭଞ୍ଜ, ବୈଦେହୀଶବିଳାସ, 27।5 । — ବଳି ମୁଖ ରାଜେ ଯେଣୁ ଗିରି ଅପ୍ରଚାର ଭଞ୍ଜ, ବୈଦେହୀଶବିଳାସ,275