ଅପିବା

  • ପ୍ରାଦେ. (ଗଞ୍ଜାମ) କ୍ରି — ରାଜି ହେବା; ମଙ୍ଗିବା — To agree; to consent
  • ପ୍ରାଦେ. (ଗଞ୍ଜାମ) କ୍ରି — ନିଜର ଦୋଷ ବା ଅପରାଧକୁ ମାନିବା; ସ୍ୱୀକାର କରିବା ଏକରାର କରିବା — To admit or confess one's guilt