ଅପହୃତ Apahṛuta

  • ସଂ. ବିଣ (ଅପ+ହୃ ଧାତୁ+କର୍ମ. ତ) — ଚୋରି କରାଯାଇଥିବା (ବସ୍ତୁ) — Stolen; robbed; plundered
  • ସଂ. ବିଣ (ଅପ+ହୃ ଧାତୁ+କର୍ମ. ତ) — ଅପହରଣ ବା ଚୋରିଦ୍ୱାରା ପ୍ରାପ୍ତ — Gained by theft or robbery