ଅପଷ୍ଠୁ Apashṭhu

  • ସଂ.ବିଣ. (ଅପ=ବିପରୀତ+ସ୍ଥା ଧାତୁ=ରହିବା+ଉ ନିପାତନ) — ପ୍ରତିକୂଳ — Not favourable
  • ସଂ.ବିଣ. (ଅପ=ବିପରୀତ+ସ୍ଥା ଧାତୁ=ରହିବା+ଉ ନିପାତନ) — ବିପରୀତ — Opposite