ଅପଶୋକ Apasoka

  • ସଂ. ବିଣ. ପୁ. (ବହୁବ୍ରୀହି; ଅପ=ଅପଗତ+ଶୋକ) — ଶୋକରହିତ — free from grief or sorrow
  • ସଂ. ବିଣ. ପୁ. (ବହୁବ୍ରୀହି; ଅପ=ଅପଗତ+ଶୋକ) — ଯାହାର ଶୋକର ପ୍ରଶମନ ହୋଇଅଛି — one whose grief has been assuaged
  • ସଂ. ବି — ଅଶୋକବୃକ୍ଷ — A flowering tree; Janisas Ashoka