ଅପନ୍ଥ Apantha

  • ଗ୍ରା. ପଦ୍ୟ. ବି. (ସଂ. ଅପନ୍ଥା) — ଅପଥ (ଦେଖ) — Apatha (See)
  • ଗ୍ରା. ପଦ୍ୟ. ବି. (ସଂ. ଅପନ୍ଥା) — ଏ ପନ୍ଥାଟିକୁ ଛାଡ଼ି, ଅପନ୍ଥରେ ପଡ଼ି / ଯାଉଅଛି ତୁଚ୍ଛା ଶୋକଜଳରେ ବୁଡ଼ି। କୃଷ୍ଣସିଂହ, ମହାଭାରତ, ବନ।