ଅପକର୍ଷ Apakarsha

  • ସଂ. ବି. (ଅପ=ନୀଚ+କୃଷ ଧାତୁ=ଟାଣିବା+ଭାବ. ଅ) — ନିକୃଷ୍ଟତା; ନୀଚତା — Meanness
  • ସଂ. ବି. (ଅପ=ନୀଚ+କୃଷ ଧାତୁ=ଟାଣିବା+ଭାବ. ଅ) — ଅନ୍ୟାୟ ମତ — Wrong bias
  • ସଂ. ବି. (ଅପ=ନୀଚ+କୃଷ ଧାତୁ=ଟାଣିବା+ଭାବ. ଅ) — ଅବନତି; ବିଦ୍ୟମାନ ଧର୍ମର ଅପଚୟ — Degeneration; deterioration
  • ସଂ. ବି. (ଅପ=ନୀଚ+କୃଷ ଧାତୁ=ଟାଣିବା+ଭାବ. ଅ) — ନୀଚବୃତ୍ତି — Evil tendency