ଅନ୍ୱାଧି Anwādhi

  • ସଂ. ବି. (ଅନୁ=ସହିତ+ଆଧି=ଗଚ୍ଛିତ ବସ୍ତୁ) — ଅନ୍ୟ ବ୍ୟକ୍ତିକୁ ଦେବା ଉଦ୍ଦେଶ୍ୟରେ ଜଣକ ପାଖରେ ରଖିବା ବା ଗଚ୍ଛିତ କରିବା ଧନ ବା ପଦାର୍ଥ — A deposit made with one with the purpose of giving it to another