ଅନ୍ଧା Andhā

  • ଦେ. ବି. (ସଂ. ଅନ୍ଧ) — ଅନ୍ଧ ମନୁଷ୍ୟ — Blind man
  • ଦେ. ବି. (ସଂ. ଅନ୍ଧ) — ଅନ୍ଧାର — Darkness
  • ଦେ. ବି. (ସଂ. ଅନ୍ଧ) — ମେଘ ପ୍ରାୟ ଦିଶୁଅଛି ନୋହେ ମେଘ ଅନ୍ଧା—ପ୍ରାଚୀ, ବ୍ରହ୍ମନିରୂପଗୀତା।