ଅନ୍ତ Anta
- ସଂ. ବି. (ଅମ ଧାତୁ+ଭାବ. ତ) — ଶେଷ — The end
- ସଂ. ବି. (ଅମ ଧାତୁ+ଭାବ. ତ) — ସୀମା — Limit
- ସଂ. ବି. (ଅମ ଧାତୁ+ଭାବ. ତ) — ମୃତ୍ୟୁ; ନାଶ — Death; extinction
- ସଂ. ବି. (ଅମ ଧାତୁ+ଭାବ. ତ) — ସ୍ୱଭାବ; ସ୍ୱରୂପ — Nature
- ସଂ. ବି. (ଅମ ଧାତୁ+ଭାବ. ତ) — ନିଶ୍ଚୟ — Certainty
- ସଂ. ବି. (ଅମ ଧାତୁ+ଭାବ. ତ) — ଗତିବିଧି — Where-abouts; movements
- ଦେ. ବି — (ସଂ. ଅନ୍ତ୍ର)—ଉଦରର ନାଡ଼ୀ — Entrails; bowels; viscera
- ଦେ. ବି — (ସଂ. ଅନ୍ତଃ)—ଅନ୍ତର; ହୃଦୟ — Heart; mind
- ଦେ. ବି — (ସଂ. ଅନନ୍ତ) ଅନନ୍ତ (ଦେଖ) — Ananta (See)
- ଦେ. ବି — ଆନ୍ତରିକ ଭାବ — Mental condition
- ସଂ. ବିଣ — ସମୀପ; ନିକଟସ୍ଥ — Near; adjacent
- ସଂ. ବିଣ — ସୁନ୍ଦର — Beautiful; pleasing