ଅନ୍ତ୍ୟ Antya
- ସଂ. ବିଣ. (ଅନ୍ତ=ଶେଷ+ଭାବ. ଯ) — ଅନ୍ତିମ; ଚରମ — Last
- ସଂ. ବିଣ. (ଅନ୍ତ=ଶେଷ+ଭାବ. ଯ) — ନୀଚ — Base; low
- ସଂ. ବିଣ. (ଅନ୍ତ=ଶେଷ+ଭାବ. ଯ) — ଅବଶିଷ୍ଟ — Remaining
- ସଂ. ବି — ଚଣ୍ଡାଳ; ନୀଚଜାତି — Low caste man; of the low caste
- ସଂ. ବି — 1000000000000 ଏକଲକ୍ଷ କୋଟି ସଂଖ୍ୟା — 1000000000000ଏକଲକ୍ଷ କୋଟି ସଂଖ୍ୟା— . The number 100000 billions