ଅନ୍ତଭାଗ Antabhāga

  • ସଂ. ବି. (ଅନ୍ତ=ଶେଷ+ଭାଗ) ଶେଷଭାଗ; ଶେଷାଂଶ — The last part; the last portion
  • ଦେ. ବି. (ପାଦ୍ରୀଙ୍କ ଭାଷା) — ବାଇବଲ୍ର ଶେଷଗ୍ରନ୍ଥ — The New Testament of the Bible