ଅନୁଳାପ Anuḻāpa
- ସଂ. ବି. (ଅନୁ=ପୁନଃ ପୁନଃ+ଳପ ଧାତୁ=କହିବା; ଗପିବା+ଭାବ. ଅ) — ମୁହୁର୍ଭାଷଣ; ପୁନଃପୁନଃ କଥନ — Repetition
- ସଂ. ବି. (ଅନୁ=ପୁନଃ ପୁନଃ+ଳପ ଧାତୁ=କହିବା; ଗପିବା+ଭାବ. ଅ) — (ସାହିତ୍ୟର ଅଳଙ୍କାରବିଶେଷ) ଯେଉଁ ସ୍ଥଳରେ କୌଣସି ବିଷୟ ପୁନଃପୁନଃ କଥିତ ହୋଇଥାଏ — (Rhetoric) Tautology