ଅନିଦାନ Anidāna

  • ସଂ. ବିଣ. (ବହୁବ୍ରୀହି; ଅ+ନିଦାନ) — କାରଣହୀନ — Causeless
  • ସଂ. ବିଣ. (ବହୁବ୍ରୀହି; ଅ+ନିଦାନ) — ଅମୂଳକ — Groundless
  • ସଂ. ବିଣ. (ବହୁବ୍ରୀହି; ଅ+ନିଦାନ) — ଯେଉଁ ରୋଗର ନିଦାନ ନିର୍ଣ୍ଣୀତ ହୋଇ ପାରୁ ନାହିଁ — Undiagnosed (diseases)