ଅଧିରୂଢ଼ Adhirūṟḍ̠ẖa

  • ସଂ. ବିଣ. (ଅଧି=ଉପରେ+ରୂହ ଧାତୁ= ଚଢ଼ିବା+ତ) — (କର୍ତ୍ତୃ. ତ) ପୁଂ—ଆରୋହୀ; ଯେ ଆହରୋଣ କରିଥାଏ — 2. Mounted on; riding on
  • ସଂ. ବିଣ. (ଅଧି=ଉପରେ+ରୂହ ଧାତୁ= ଚଢ଼ିବା+ତ) — (କର୍ମ. ତ) ଧନୁରେ ଟଣା ହୋଇ ଚଢ଼ାଯାଇଥିବା (ଗୁଣ) — Stringed to a bow