ଅଧଃପାତ Adhaḥpāta
- ସଂ. ବି. (ଅଧଃ+ପାତ) — ଅଧୋଗତି; ତଳକୁ ଖସିପଡ଼ିବା — Faling down
- ସଂ. ବି. (ଅଧଃ+ପାତ) — ଦୁର୍ଗତି; ଉତ୍ସନ୍ନ ଦଶା; ସର୍ବନାଶ — downfall
- ସଂ. ବି. (ଅଧଃ+ପାତ) — ଅବନତି — Deterioration
- ସଂ. ବି. (ଅଧଃ+ପାତ) — ନୈତିକ ଅବନତି — Moral degradation
- ସଂ. ବି. (ଅଧଃ+ପାତ) — ନରକରେ ପଡ଼ିବା — Falling in hell