ଅଦାହ୍ୟ Adāhya
- ସଂ. ବିଣ. (ନଞ ତତ୍; ଅ+ଦାହ୍ୟ) — ଯାହା ପୋଡ଼ି ହୁଏ ନାହିଁ; ଯହିଁରେ ନିଆଁ ଧରେ ନାହିଁ — Incombustible
- ସଂ. ବିଣ. (ନଞ ତତ୍; ଅ+ଦାହ୍ୟ) — ଯାହାକୁ ଚିତାଗ୍ନିରେ ପୋଡ଼ିବା ଶାସ୍ତ୍ରବିରୁଦ୍ଧ ଅଟେ — Not fit to be burnt on the funeral pyre
- ସଂ. ବିଣ. (ନଞ ତତ୍; ଅ+ଦାହ୍ୟ) — (ଦ୍ର—ଦୁଇ ବର୍ଷରୁ ନ୍ୟୁନବୟସ୍କ ପିଲା ମରିଗଲେ ତାକୁ ଅଗ୍ନିସଂସ୍କାର ନ କରି ମାଲ୍ୟ ଚନ୍ଦନାଦି ଭୂଷିତ କରି ଅରଣ୍ୟରେ ପକାଇଦେବ। ରାମଶଙ୍କର, ମନୁସଂହିତା, 5 । 68 । 69 ।) — (ଦ୍ର—ଦୁଇ ବର୍ଷରୁ ନ୍ୟୁନବୟସ୍କ ପିଲା ମରିଗଲେ ତାକୁ ଅଗ୍ନିସଂସ୍କାର ନ କରି ମାଲ୍ୟ ଚନ୍ଦନାଦି ଭୂଷିତ କରି ଅରଣ୍ୟରେ ପକାଇଦେବ ରାମଶଙ୍କର, ମନୁସଂହିତା,56869)
- ସଂ. ବି. (ଏହା ଅଦାହ୍ୟ ଥିବାରୁ) — ପରମାତ୍ମା — The supreme soul