ଅଥୟମନା Athayamanā

  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅସ୍ଥିର+ମନସ୍) — ଅସ୍ଥିରମତି; ଚପଲମତି — Of restless or fickle mind
  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅସ୍ଥିର+ମନସ୍) — ଉତ୍କଣ୍ଠିତ — Anxious
  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅସ୍ଥିର+ମନସ୍) — ଅଧୀର — Impatient
  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅସ୍ଥିର+ମନସ୍) — ବ୍ୟାକୁଳିତ — Sad