ଅତିସାର Atisāra

  • ସଂ. ବି. (ଅତି+ସୃ ଧାତୁ ଣିଚ ସାରି ଧାତୁ+କରଣ. ଅ; ଯେଉଁ ରୋଗରେ ବିଶେଷ ସାରଣ ବା ପୁରୀଷ ତ୍ୟାଗ ହୁଏ) — ଅତ୍ୟଧିକ ଝାଡ଼ା — Diarrhea; purging
  • ସଂ. ବି. (ଅତି+ସୃ ଧାତୁ ଣିଚ ସାରି ଧାତୁ+କରଣ. ଅ; ଯେଉଁ ରୋଗରେ ବିଶେଷ ସାରଣ ବା ପୁରୀଷ ତ୍ୟାଗ ହୁଏ) — ନାଳରକ୍ତ ଝାଡ଼ା — Dysentery