ଅଣ୍ଡୀର Aṇḍīra
- ସଂ. ବିଣ ପୁଂ. (ଅଣ୍ଡ+ଅଛି ଅର୍ଥରେ ଈର) — ପୁରୁଷ ଜାତୀୟ — Male
- ସଂ. ବିଣ ପୁଂ. (ଅଣ୍ଡ+ଅଛି ଅର୍ଥରେ ଈର) — ଅଣ୍ଡୀର ବତ୍ସା ଯେ ଲକ୍ଷେ, ବେନି ଖର୍ବ ଗାଈ। ସାରଳା ମହାଭାରତ, ବିରାଟ।
- ସଂ. ବିଣ ପୁଂ. (ଅଣ୍ଡ+ଅଛି ଅର୍ଥରେ ଈର) — ବଳୁଆ — Strong
- ସଂ. ବିଣ ପୁଂ. (ଅଣ୍ଡ+ଅଛି ଅର୍ଥରେ ଈର) — ଶକ୍ତ; ସମର୍ଥ — Capable; able
- ସଂ. ବିଣ ପୁଂ. (ଅଣ୍ଡ+ଅଛି ଅର୍ଥରେ ଈର) — ସଂ. ବି. ପୁଂ
- ସଂ. ବିଣ ପୁଂ. (ଅଣ୍ଡ+ଅଛି ଅର୍ଥରେ ଈର) — ମନୁଷ୍ୟ — Man
- ସଂ. ବିଣ ପୁଂ. (ଅଣ୍ଡ+ଅଛି ଅର୍ଥରେ ଈର) — ବଳବାନ ଓ ହୃଷ୍ଟପୁଷ୍ଟ ପୁରୁଷ