ଅଣ୍ଡିଆ Aṇḍiā

  • ଦେ. ବିଣ. ସଂ. (ଅଣ୍ଡ) — ଯେଉଁ ପଶୁ ଖାସି କରା ଯାଇ ନାହିଁ
  • ଦେ. ବିଣ. ସଂ. (ଅଣ୍ଡ) — କାଣିଷଣ୍ଢିଆ; ମୁଷ୍କ ଛେଦନକାରୀ ବ୍ୟକ୍ତିର ଦୋଷରୁ ଧରା ହେବା ବେଳେ ଯେଉଁ ଅଣ୍ଡିରା ବାଛୁରିର ମୁଷ୍କ ନିଃଶେଷ- ରୂପେ କଟା ହୋଇ ପାରି ନ ଥାଏ — Defectively castrated (bull-caff)
  • ଦେ. ବିଣ. ସଂ. (ଅଣ୍ଡ) — ଦେ. ବି
  • ଦେ. ବିଣ. ସଂ. (ଅଣ୍ଡ) — ଅଣ୍ଡିରା ବାଛୁରୀ — A bull-calf
  • ଦେ. ବିଣ. ସଂ. (ଅଣ୍ଡ) — ପ୍ରାଦେ. (ବାଲେଶ୍ୱର) ବି. (ସଂ. ଅଣ୍ଡୀରା)—ଦାମୁଡି
  • ଦେ. ବିଣ. ସଂ. (ଅଣ୍ଡ) — ସମ୍ପୂର୍ଣ୍ଣରୂପେ ମୁଷ୍କ ଛେଦିତ ହୋଇ ନ ଥିବା ବଳଦ