ଅଣକୀଳି Aṇakīḻi
- ଦେ. ବି. (ସଂ. ଅଣି+କୀଳକ) — ଅକ୍ଷାଗ୍ରକୀଳକ; ଗାଡ଼ିର ଚକକୁ ଅଖରେ ଅଟକାଇବାପାଇଁ ଅଖର ଦୁଇ ମୁଣ୍ଡରେ କରାଯାଇଥିବା ଛିଦ୍ରରେ ଯେଉଁ ଛୋଟ କାଠଖିଲ ଦିଆଯାଏ; ଅଣି — Linchpin; small wood pins put in the holes at the ends of the axle to prevent the wheels from slipping away