ଅଠାଳିଆ Aṭhāḻiā

  • ଦେ. ବିଣ. (ସଂ. ଅଷ୍ଟି=ଚାକୁଆ, ଫଳର ଟାଣୁଆ ମଞ୍ଜି) — ଚଟଚଟିଆ — Gummy; viscid
  • ଦେ. ବିଣ. (ସଂ. ଅଷ୍ଟି=ଚାକୁଆ, ଫଳର ଟାଣୁଆ ମଞ୍ଜି) — ଯାହା ଅଠା ପରି ହାତ ଆଦିରେ ଲାଗିଯାଏ — Sticking like gum