ଅଟ୍ଟାଳୀ Aṭṭāḻī

  • ଦେ. ବି. (ସଂ. ଅଟ୍ଟାଳ) — ଅଟ୍ଟାଳିକା (ଦେଖ) — Aṭṭāḻikā (See)
  • ଦେ. ବି. (ସଂ. ଅଟ୍ଟାଳ) — ସେ ପୁରଟିମାନଙ୍କେ ପ୍ରାସାଦ ଅଟ୍ଟାଳୀ। ପ୍ରାକାରର ପାଶରେ ବେଢ଼ିଅଛି ଜଳୀ। କୃଷ୍ଣସିଂହ, ମହାଭାରତ, କର୍ଣ୍ଣ।