ଅଜ୍ରାମର Ajrāmara

  • ଦେ. ବିଣ. (ସଂ. ଅଜର+ଅମର) — ଅଜର ଓ ଅମର; ଅଜାମର — Free from old age & death
  • ଦେ. ବିଣ. (ସଂ. ଅଜର+ଅମର) — ଅବିନଶ୍ୱର — Undecaying
  • ଦେ. ବିଣ. (ସଂ. ଅଜର+ଅମର) — ପବନ ସାଧନେ ଦେହ ଅଟେ ଅଜ୍ରାମର। ପ୍ରାଚୀ—ଶିବସ୍ୱରୋଦୟ।