ଅଜାଣତେ Ajāṇate

  • ପଦ୍ୟ. କ୍ରି. ବିଣ. (ସଂ. ଅଜ୍ଞାତ) — ଅଜ୍ଞାତରେ — Without one's knowledge
  • ପଦ୍ୟ. କ୍ରି. ବିଣ. (ସଂ. ଅଜ୍ଞାତ) — ପାହିଗଲା ବିଭାବରୀ ଆମ୍ଭ ଅଜାଣତେ। ମଧୁସୂଦନ—ଉତ୍ତରରାମଚରିତ।