ଅଜମୋଦା Ajamodā

  • ସଂ. ବି. (ବହୁବ୍ରୀହି; ଅଜ+ମୋଦ+ଅ; ଛାଗ ତୁଲ୍ୟ ଗନ୍ଧ ଥିବାରୁ) — ବଣଜୁଆଣି — A kind of wild carraway; Apium-Involucratum; Seseli-Indicum
  • ସଂ. ବି. (ବହୁବ୍ରୀହି; ଅଜ+ମୋଦ+ଅ; ଛାଗ ତୁଲ୍ୟ ଗନ୍ଧ ଥିବାରୁ) — [ଦ୍ର—ଏହା ଧନ୍ୟାକାଦି ବର୍ଗର ଶାକଗୁଳ୍ମର ଖରଲୋମଶ ଫଳ। ଏହା ଅଜୀର୍ଣ୍ଣ, ସଂଗ୍ରହଣ ଓ ଦେହପୀଡ଼ାହାରକ — Corrum Roxburghianum