ଅଜମୀଢ଼ Ajamīṟḍ̠ẖa
- ସଂ. ବି. (ନାମ) — ଅଜମୀର; ରାଜପୁତାନା ଅନ୍ତର୍ଗତ ଜିଲା ଓ ନଗରବିଶେଷ — Ajmeer
- ସଂ. ବି. (ନାମ) — ରାଜା ଯୁଧିଷ୍ଠିର — A name of king Judhishṭhira
- ସଂ. ବି. (ନାମ) — ସୁହୋତ୍ରଙ୍କ ପୁତ୍ର; ଋଗ୍ବେଦ ସୁକ୍ତପ୍ରଣେତା ଋଷିବିଶେଷ — Name of a sage; son of Suhotra
- ସଂ. ବି. (ନାମ) — ହସ୍ତୀ ରାଜାଙ୍କ ପୁତ୍ର — Name of a prince of ancient India