ଅଛରାପାଗ Achharāpāga

  • ଦେ. ବି — ଧାନକୁ ପାଣିରେ ବତୁରାଇ ଗଜା ବାହାରିବା ପରେ ଉକ୍ତ ବିହନକୁ କାଦୁଆ ଜମିରେ ବୁଣିବା ପ୍ରଣାଳୀ — Mode of sowing sprouted paddy-seeds on muddy soil
  • ଦେ. ବି — [ଦ୍ର—ଏ ରୀତିରେ ବୁଣା ହୋଇଥିବା ମଞ୍ଜିରୁ ଉଠିବା ଧାନ ଗଛକୁ 'ତଳି' ରୂପେ ଅନ୍ୟ କିଆରିରେ ରୁଆନ୍ତି।]