ଅଚିରାଣୀ Achirāṇī

  • ଦେ. ବି. (ସଂ. ଅଚିରାଂଶୁ) — ବିଦ୍ୟୁତ୍; ବିଜୁଳି — Lightning
  • ଦେ. ବି. (ସଂ. ଅଚିରାଂଶୁ) — ହରି ପୃଥୁରାଜ ଆତ୍ମା ସୁଖ ପୁଞ୍ଜ ଉଜ୍ଜ୍ୱଳ ଦାୟିନୀ ଅଚିରାଣୀ। ଅଭିମନ୍ୟୁ—ବିଦଗ୍ଧଚିନ୍ତାମଣି।