ଅଚାଇବା Achāibā

  • ଦେ. କ୍ରି — ହଳଦ୍ୱାରା ସର୍ବପ୍ରଥମେ କ୍ଷେତର ଚାରିପାଖରେ ଗୋଟିଏ ବୃତ୍ତାକାର ରେଖା ଅଙ୍କିତ କରିବା — To draw or mark a circular furrow line in a field before ploughing it through and through