ଅଙ୍କୁଡ଼ା Aṅkuṟḍ̠ā

  • ଦେ. ବି. (ସଂ. ଅଙ୍କୁଶ) — ଆଙ୍କୁଡ଼ା; ଆଙ୍କୁଶୀ; ଉଚ୍ଚ ବୃକ୍ଷରୁ ଫଳ ଆଦି ତୋଳିବା ପାଇଁ ବ୍ୟବହୃତ ବକ୍ରାଗ୍ର ଲଗି — A hooked bamboo used for picking fruits from high trees
  • ଦେ. ବି. (ସଂ. ଅଙ୍କୁଶ) — (ସଂ. ଅଙ୍କୋଟ)—ଅଙ୍କୋଟ (ଦେଖ) — Aṅkoṭa (See)