ଅଘୋରଣା Aghoraṇā

  • ପ୍ରାଦେ. (ପୁରୀ) ବିଣ. (ସଂ. ଅଘଣ) — ଅପରିଷ୍କୃତ; ଯେ ସର୍ବଦା ପରିଚ୍ଛନ୍ନ ରହେ ନାହିଁ — One who does not observe cleanliness
  • ପ୍ରାଦେ. (ପୁରୀ) ବିଣ. (ସଂ. ଅଘଣ) — (ଯଥା—ଏପରି ଅଘୋରଣା ବାଳକ କାହିଁ ଦେଖା ନାହିଁ।)