ଅଘୃଣ Aghṛuṇa

  • ସଂ. ବିଣ. ପୁଂ. (ବହୁବ୍ରୀହି; ଅ+ଘୃଣା) — ଘୃଣାହୀନ; ନିର୍ଘୃଣ — Having no feeling of revulsion
  • ସଂ. ବିଣ. ପୁଂ. (ବହୁବ୍ରୀହି; ଅ+ଘୃଣା) — ନିର୍ଦ୍ଦୟ — Incompassionate (M.W.)