ଅଗଡ଼ ବଗଡ଼ Agṟḍ̠abagaṟḍ̠a
- ଦେ. ବିଣ. (ସହଚର) — ବେଠିକଣା; ଅଠିକଣା; କ୍ରମବିହୀନ — Unsystematic; unmethodical
- ଦେ. ବିଣ. (ସହଚର) — ଅସମ୍ବନ୍ଧ — Not connected; disjointed
- ଦେ. ବିଣ. (ସହଚର) — ବ୍ୟର୍ଥ — Useless
- ଦେ. ବିଣ. (ସହଚର) — ଅନର୍ଥକ — Meaningless
- ଦେ. ବିଣ. (ସହଚର) — ଅଲରା; ଗୋଳମାଳିଆ; ଅସ୍ତବ୍ୟସ୍ତ; ଇତସ୍ତତ— ବିକ୍ଷିପ୍ତ; — Confused
- ଦେ. ବିଣ. (ସହଚର) — ଅଗମୂଳ ନଥିବା — Without head or tail
- ଦେ. ବି — ଏଣୁ ତେଣୁ; ଯାଚ୍ଛାତା — Medley; jumble
- ଦେ. ବି — ଅଗଡ଼ ବଗଡ଼ ଗାଏ ଯେ, ଶଗଡ଼ ପରି ହୁଏ ସେ—ଢଗ।
- ଦେ. ବି — ଅସମ୍ବନ୍ଧ ପ୍ରଳାପ — Confused jargon; ravings
- ଦେ. ବି — ଅଳ୍ପ ମୂଲ୍ୟର ବହୁତ ପଦାର୍ଥ — Odds and ends; trash
- ଦେ. କ୍ରି. ବିଣ — ଅଠିକଣାରୂପେ — Unsystematically
- ଦେ. କ୍ରି. ବିଣ — ଗୋଳମାଳିଆରୂପେ — In a confused manner